ଏକ ନୂତନ ଜିଲ୍ଲା ଭାବେ ଖୋର୍ଦ୍ଧାର ଆତ୍ମ ପ୍ରକାଶ ୧ ଅପ୍ରେଲ ୧୯୯୩ ମସିହାରେ । ପୂର୍ବତନ ଅବିଭକ୍ତ ପୁରୀ ଜିଲ୍ଲା ୧୯୯୩ ଅପ୍ରେଲ ମାସ ଏକ ତାରିଖରେ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଏପରି ୩ଟି ଜିଲ୍ଲାରେ ବିଭକ୍ତ ହେଲା । ସେତେବେଳେ ଖୋର୍ଦ୍ଧାବାସୀଙ୍କ ମନରେ ଆନନ୍ଦ କହିଲେ ନସରେ। ଏ ଜିଲ୍ଲାର ସଂକ୍ଷିପ୍ତସାର ଇତିବୃତ୍ତି ଏଠାରେ ପ୍ରଦତ୍ତ ହୋଇଛି ।ଏହାର ଅବସ୍ଥିତି ୧୯ ଡିଗ୍ରୀ ୫୫ ମିନିଟରୁ ୨୦ ଡିଗ୍ରୀ ୨୫ ମିନିଟ ଉତ୍ତରଅକ୍ଷାଂଶ ଓ ୮୪ ଡିଗ୍ରୀ ୫୫ ମିନିଟରୁ ୮୬ ଡିଗ୍ରୀ ୫ ମିନିଟ ପୂର୍ବ…
Area : 2,813.00 sq.km