• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଜିଲ୍ଲାର ବିଚାର ବିଭାଗୀୟ ଅଦାଲତ ୨୬,ଜାନୁଆରୀ,୧୯୮୦ ମସିହାରେ ସୃଷ୍ଟି ହୋଇଥିଲା । ଏହା ମାନ୍ୟବର ଶ୍ରୀ ଯଷ୍ଟିସ ଏସ.କେ.ରାୟ, ମୁଖ୍ୟ ବିଚାରକ,ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ,କଟକ ଙ୍କ ଦ୍ଵାରା ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ମାନ୍ୟବର ଜେ.ବି ପଟ୍ଟନାୟକ ଙ୍କ ଉପସ୍ଥିତିରେ ଉଦ୍ଘାଟୀତ ହୋଇଥିଲା ।

ନିମ୍ନୋକ୍ତ ଅଦାଲତ ଗୁଡିକ ଭୁବନେଶ୍ଵର ରେ ସ୍ଥାପିତ ହୋଇଥିଲା

  • ଜିଲ୍ଲା ଓ ଦୌରା ବିଚାରକଙ୍କ ଅଦାଲତ
  • ସ୍ଵତନ୍ତ୍ର ବିଚାରକ (ସ୍ଵତନ୍ତ୍ର ଅଦାଲତ) ଓଡିଶାର ସ୍ଵତନ୍ତ୍ର ଅଦାଲତ ଆଇନ , ୨୦୦୬ ଅନୁସାରେ ।
  • ସ୍ଵତନ୍ତ୍ର ବିଚାରକ (ସିବିଆଇ) ଙ୍କ ଅଦାଲତ
  • ଅନୁମୋଦିତ ଅଧିକାରୀ , ସ୍ଵତନ୍ତ୍ର ଅଦାଲତ
  • ବିଚାରକ, ପରିବାର ଅଦାଲତ
  • ସ୍ଵତନ୍ତ୍ର ବିଚାରକ (ଭିଜିଲାନ୍ସ) ତଥା ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରକ
  • ଅତିରିକ୍ତ ସ୍ଵତନ୍ତ୍ର ବିଚାରକ (ଭିଜିଲାନ୍ସ) ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରକ (୨ ଜଣ)
  • ଅତିରିକ୍ତ ଜିଲ୍ଲା ବିଚାରକ
  • ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରା ବିଚାରକ
  • ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ
  • ରେଜିଷ୍ଟ୍ରାର , ଜନ ଅଦାଲତ ତଥା ସହକାରୀ ଦୌରା ବିଚାରକ
  • ନାଗରିକ ନ୍ୟାୟାଧୀଶ, ବରିଷ୍ଠ ଡିଭିଜନ ଅଦାଲତ
  • ଅତିରିକ୍ତ ନାଗରିକ ନ୍ୟାୟାଧୀଶ, ବରିଷ୍ଠ ଡିଭିଜନ ଅଦାଲତ (୨ ଜଣ)
  • ବିଚାରକ , ସ୍ଥାୟୀ ଓ ନିରବଚ୍ଛିନ୍ନ ଲୋକ ଅଦାଲତ ,ଭୁବନେଶ୍ଵର
  • ନାଗରିକ ନ୍ୟାୟାଧୀଶ, କନିଷ୍ଠ ଡିଭିଜନ ଅଦାଲତ
  • ଉପ-ବିଭାଗୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
  • ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସୀମାନ୍ତ ଅଞ୍ଚଳ) ଅଦାଲତ
  • ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ (୩ ଜଣ)

ଖୋର୍ଦ୍ଧାରେ

  • ବିଚାରକ, ପରିବାର ଅଦାଲତ ।
  • ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରକଙ୍କ ଅଦାଲତ
  • ଦ୍ଵିତୀୟ ଜିଲ୍ଲା ବିଚାରକଙ୍କ ଅଦାଲତ
  • ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରା ବିଚାରକ
  • ନାଗରିକ ନ୍ୟାୟାଧୀଶ, ବରିଷ୍ଠ ଡିଭିଜନ ଅଦାଲତ
  • ପ୍ରମୁଖ ମାଜିଷ୍ଟ୍ରେଟ, କିଶୋର ନ୍ୟାୟ ବୋର୍ଡ ଙ୍କ ଅଦାଲତ
  • ଉପ-ବିଭାଗୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
  • ନାଗରିକ ନ୍ୟାୟାଧୀଶ (ବରିଷ୍ଠ ଡିଭିଜନ) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ
  • ସ୍ଵତନ୍ତ୍ର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ
  • ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ

ବାଣପୁରରେ

  • ନାଗରିକ ନ୍ୟାୟାଧୀଶ , ବରିଷ୍ଠ ଡିଭିଜନ ତଥା ସହକାରୀ ଦୌରା ବିଚାରକଙ୍କ ଅଦାଲତ
  • ନାଗରିକ ନ୍ୟାୟାଧୀଶ ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତ

ଜଟଣୀରେ

  • ସ୍ଵତନ୍ତ୍ର ରେଲୱେ ମାଜିଷ୍ଟ୍ରେଟଙ୍କ ଅଦାଲତ

ଟାଙ୍ଗୀରେ

  • ଗ୍ରାମ୍ୟ ନାୟାଳୟ