• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଆକାଶ ପଥ :

ନିକଟସ୍ଥ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ୩୦ କି.ମି. ଦୂରରେ ଅବସ୍ଥିତ।

ରେଳ ଯୋଗେ :

ନିକଟସ୍ଥ ଖୋର୍ଦ୍ଧା ସହର ରେଳ ଷ୍ଟେସନ (୫ କି.ମି.), ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ (୧୨ କି.ମି.) ଏବଂ ଭୁବନେଶ୍ଵର ରେଳ ଷ୍ଟେସନ (୩୦ କି.ମି.) ଦୂରରେ ଅବସ୍ଥିତ।

ସଡକ ପଥ :

କୋଲକାତା ଓ ଚେନ୍ନାଇ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ ଖୋର୍ଦ୍ଧା ଓ ଭୁବନେଶ୍ୱର ଦେଇ ଅତିକ୍ରମ କରିଅଛି ।