• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : Others

ରାମେଶ୍ଵର ହେଉଛି ୧୬ ନଂ ଜାତୀୟ ରାଜପଥରେ ମୋଟର ଚାଳକମାନଙ୍କ ପାଇଁ ଏକ ଆଦର୍ଶ ରହଣୀ ସ୍ଥାନ ବା ଲକ୍ଷସ୍ଥଳ । ଏଠାରେ ଏକ WAC ଅଛି ।

ବିମାନ ମାର୍ଗରେ
ପାଖ ବିମାନ ବନ୍ଦର ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାହା ରାମେଶ୍ଵରଠାରୁ ୫୨ କି. ମି. ଦୂରରେ ଅବସ୍ଥିତ । ଯେ କେହି ଟାକ୍ସି ଭଡା କରି ସିଧା ବିମାନ ବନ୍ଦର ଠାରୁ ଏଠାରେ ପହଞ୍ଚିପାରିବେ ।

ସଡ଼କ ପଥରେ
ରାଜ୍ୟର ଅନେକ ସହର ସହିତ ରାମେଶ୍ଵର ସଂଯୋଗ ହୋଇଛି । ଭୁବନେଶ୍ଵରରୁ ରାମେଶ୍ଵର ପାଇଁ ଅନେକ ସିଟି ବସ ଓ ଟାଉନ ବସର ବ୍ୟବସ୍ଥା ଅଛି ।

ରେଳଗାଡ଼ିରେ
ପାଖ ରେଳ ଷ୍ଟେସନ ହେଉଛି ନିରାକରପୁର ରେଳ ଷ୍ଟେସନ, ଯାହା ରାମେଶ୍ଵରଠାରୁ ମାତ୍ର ୨ କି. ମି. ଦୂରରେ ଅବସ୍ଥିତ । ଟୁରିଷ୍ଟିମାନେ ଟ୍ୟାକ୍ସି ଓ ଅଟୋରିକ୍ସା ଷ୍ଟେସନରୁ ଭଡା କରି ଯାଇପାରିବେ । ଏଠାରେ କିନ୍ତୁ ଏକ୍ସପ୍ରେସ ଓ ଦ୍ରୁତଗାମୀ ରେଳଗାଡି ଅଟକେ ନାହିଁ । ଟ୍ୟାକ୍ସି ଓ ଅଟୋରିକ୍ସା ଦ୍ଵାରା ଭୁବନେଶ୍ଵରରୁ ଆସି